ଅଶାନ୍ତ ଏଲ୍‌ଓସି, ସେନା ଉଡ଼ାଇଲା ପାକ୍‌ ପୋଷ୍ଟ୍‌

ପାକ୍‌ ଗୁଳିମାଡ଼ରେ ଜଣେ ଯବାନ ସହିଦ, ସୀମାବର୍ତ୍ତୀ ଗ୍ରାମରୁ ଲୋକଙ୍କୁ ସ୍ଥାନାନ୍ତର ଶ୍ରୀନଗର: ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଅଧିକ ଉଗ୍ର ହୋଇପଡ଼ିଛି। କଶ୍ମୀର ପ୍ରସଙ୍ଗରେ ଭାରତ ନେଇଥିବା ନିଷ୍ପତ୍ତି ବିରୋଧରେ ବିଶ୍ୱ ସମୁଦାୟଠାରୁ ସହଯୋଗ ନ ପାଇବା ପରେ ପାକିସ୍ତାନ ଏବେ ସୀମାରେ ତୁହାକୁ ତୁହା ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି। ପାକ୍‌ ସେନାର ଗୁଳିମାଡ଼ରେ ଆଜି ଜଣେ ଭାରତୀୟ ଯବାନ … Continue reading ଅଶାନ୍ତ ଏଲ୍‌ଓସି, ସେନା ଉଡ଼ାଇଲା ପାକ୍‌ ପୋଷ୍ଟ୍‌